3 KW Solar System

₹ 62,000 / Piece

₹ 2,00,000

69%

Whatsapp
Facebook
You will earn 620 points from this product

Highlights

Subsidy - 138,000/- ଟଙ୍କା 

ଏହି 3 KW ର ସୋଲାର system ଲଗାଇବାକୁ ହେଲେ ଜଣକୁ ମାତ୍ର 62000/- ଟଙ୍କା ଦେବାକୁ ହେବ ଏବଂ ଆଉ 138000/- ଟଙ୍କା ସରକାର ଦେଇ ଦେବେ | ଏହାର ଅର୍ଥ ଜଣେ ମାତ୍ର 62 ହଜାର ଟଙ୍କାରେ 1 ଲକ୍ଷ 38 ହଜାର ଟଙ୍କାର 3KW ସୋଲାର system ଲଗାଇ ପାରିବେ | ଯଦି ଗୋଟେ ଗ୍ରାହକ ଚାହିଁବେ 62 ହଜାର ଟଙ୍କା କୁ ଲୋନ କରିବା ପାଇଁ ତେବେ ଆମ କମ୍ପାନୀ 62 ହଜାର ଟଙ୍କାର ଲୋନ ବ୍ୟବସ୍ଥା କରାଇ ଦେବ | ଅଧିକ ବିବରଣୀ ପାଇଁ ଆପଣ ଆମର ଆଚଲିକ ଅଧିକାରୀଙ୍କ ସହ ପରାମର୍ଶ କରିପାରିବେ 

Reviews and Ratings

StarStarStarStarStar
StarStarStarStarStar

No Customer Reviews

Share your thoughts with other customers