2KW Solar System

₹ 50,000 / Piece

₹ 1,60,000

69%

Whatsapp
Facebook
You will earn 500 points from this product

Highlights

Subsidy - 110000/- ଟଙ୍କା 

ଏହି 2 KW ର ସୋଲାର system ଲଗାଇବାକୁ ହେଲେ ଜଣକୁ ମାତ୍ର 50000/- ଟଙ୍କା ଦେବାକୁ ହେବ ଏବଂ ଆଉ 110000/- ଟଙ୍କା ସରକାର ଦେଇ ଦେବେ | ଏହାର ଅର୍ଥ ଜଣେ ମାତ୍ର 50 ହଜାର ଟଙ୍କାରେ 1 ଲକ୍ଷ 60 ହଜାର ଟଙ୍କାର 2 KW ସୋଲାର system ଲଗାଇ ପାରିବେ | ଯଦି ଗୋଟେ ଗ୍ରାହକ ଚାହିଁବେ 50 ହଜାର ଟଙ୍କା କୁ ଲୋନ କରିବା ପାଇଁ ତେବେ ଆମ କମ୍ପାନୀ 50 ହଜାର ଟଙ୍କାର ଲୋନ ବ୍ୟବସ୍ଥା କରାଇ ଦେବ | ଅଧିକ ବିବରଣୀ ପାଇଁ ଆପଣ ଆମର ଆଚଲିକ ଅଧିକାରୀଙ୍କ ସହ ପରାମର୍ଶ କରିପାରିବେ 

Reviews and Ratings

StarStarStarStarStar
StarStarStarStarStar

No Customer Reviews

Share your thoughts with other customers